Download Now Banner

This browser does not support the video element.

ଓରିଏଣ୍ଟ: ବ୍ରଜରାଜନଗର ସାନଜୋବ ଠାରେ କୁଳତା ସମାଜ ବିକାଶ ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ

Orient, Jharsuguda | Sep 6, 2025
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସାନଜୋବ ଠାରେ ଆଜି ଦିନ ଏଗାରଟା ସମୟରେ କୁଳତା ସମାଜ ବିକାଶ ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ମାଁ ରାମଚଣ୍ଡି ଙ୍କ ନିକଟରେ ଦୀପ ପ୍ରଜ୍ଵଳନ ଓ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଅତିଥି ଭାବରେ କୂଳତା ସମାଜର ଅନେକ ବିଶିଷ୍ଟ ଵ୍ୟକ୍ତିବିଶେଷ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗାୟିକା କୂଳତା ସମାଜର ଝିଅଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ବ୍ରଜରାଜନଗରର ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।
Read More News
T & CPrivacy PolicyContact Us