Download Now Banner

This browser does not support the video element.

କବିସୂର୍ଯ୍ୟନଗର: ଭିଜିଲାନ୍ସ ହାତରେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ, କବିସୂର୍ଯ୍ୟନଗର ସହର ନିଜ ପୈତୃକ ବାସ ଭବନ ରେ ଭିଜିଲାନ୍ସ ର ଚଡାଉ

Kabisuryanagar, Ganjam | Oct 8, 2025
ଲାଞ୍ଚ ନେଇ ଧରାପଡ଼ିଲେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ,ଅଫିସ ସହ ପୈତୃକ ଘରେ ଭିଜିଲାନ୍ସ ର ରେଡ,ଭିଜିଲାନ୍ସ ହାତରେ ପଡିଲେ ଲାଞ୍ଚୁଆ ବାବୁ l ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଭିଜିଲାନ୍ସ ହାତରେ ପଡିଛନ୍ତି lବଦଳି ଏବଂ ଦରମା କରାଇଦେବା ପାଇଁ 25 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାସନ୍ସ ହାତରେ ପଡିଛନ୍ତି lଭିଜିଲାସନ୍ସ ଟିମ ବେଲଗୁଣ୍ଠା ଏନଏସି କାର୍ଯ୍ୟାଳୟ ସମେତ କବିସୂର୍ଯ୍ୟନଗର ମୁଖ୍ଯ ବାସଭବନ ରେ ମଧ୍ଯ ଚଢ଼ାଉ କରିଛି lଭିଜିଲାନ୍ସ ର ଗୋଟିଏ ଟିମ କବିସୂର୍ଯ୍ୟନଗର ମର୍ଦରାଜ ହାଇସ୍କୁଲ ନିକଟରେ ଥିବା ବାସ ଭବନରେ ଚଡାଉ.
Read More News
T & CPrivacy PolicyContact Us