This browser does not support the video element.
ପାରାଦୀପ: ଲୋକନାଥ ଭବନରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିରୋଧୀ ଦଳର ଅପାରଗତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
Paradip, Jagatsinghpur | Apr 16, 2024
ଆଜି ରାତିରେ ଲୋକନାଥ ଭବନରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିରୋଧୀ ଦଳର ଅପାରଗତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଯୁବପିଢି ମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାର ଅସଫଳତା ଉପରେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟରେ ଶିକ୍ଷକ ଅଭାବ, ଜଳ ସଙ୍କଟ, ଟଙ୍କା ନେଇ ଭୋଟ ଦେବା ନାହିଁ ଭଳି ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟା ଚିନ୍ମୟୀ ସାହାଣୀ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ।