This browser does not support the video element.
କଣ୍ଟାମାଳ: ଲମ୍ବସ୍ୱରି ରାସ୍ତା ଓ ଗାଁ ନିକଟରୁ ଦେଶୀ ମଦ ସହ ୨କୁଚିଆ ମଦ ବେପାରୀ ଗିରଫ
Kantamal, Boudh (Bauda) | Aug 25, 2025
ଦେଶୀ ମଦ ସହ ୨ମାଫିଆ ଗିରଫ କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରି ବିପୁଳ ଦେଶୀ ମଦ ଜବତ କରିବା ସହ ଦୁଇ ମାଫିଆକୁ ଗିରଫ କରିଛି | କଣ୍ଟାମାଳ ଅବକାରୀ ଏଏସ ଆଇ ପ୍ରିୟଜନ କହଁର ଙ୍କ ନେତୃତ୍ୱରେ ଏକ ଟିମ ଲମ୍ବସରୀ ଗ୍ରାମ୍ୟ ରାସ୍ତାରେ ଚଢ଼ାଉ କରି ସନ୍ତୋଷ ମହାକୁଡ଼ ନିକଟରୁ ୧୦ ଲିଟର ଦେଶୀ ମଦ ଜବତ କରିବା ସହ ସନ୍ତୋଷକୁ ଗିରଫ କରିଛି | ସେହିପରି ଲମ୍ବସରି ରାସ୍ତା ନିକଟରେ ଚଢ଼ାଉ କରି ଜଳନ୍ଧର କହଁର ନିକଟରୁ ୧୦ ଲିଟର ଦେଶୀ ମଦ ଜବତ କରିବା ସହ ତାକୁ ଗିରଫ କରିଛି | ଏ ସମ୍ପର୍କରେ କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ମାମ