Install App
alokbehera42
This browser does not support the video element.
ସୁନ୍ଦରଗଡ ସହର: ଖମାରିପଡା ରେ ନବ ନିର୍ମିତ ଘର ଭିତରେ ଥିବା ଖୋଲା କୂଅ ରେ ପଡ଼ି ଯାଇଥିବା ଷଣ୍ଢ ଟିକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସମାଜସେବୀ।
Sundargarh Town, Sundargarh | Jul 18, 2024
ଖମାରିପଡା ରେ ନବନିର୍ମିତ ଅଂଶୁମାନ ମହାପାତ୍ର ଙ୍କ ଘର ଭିତରେ ଥିବା ଖୋଲା ଗଭୀର କୂଅ ରେ ଆଜି ଛୋଟ ଷଣ୍ଢଟିଏ ପଡିଯାଇଥିଲା ଏହାକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସମାଜସେବୀ ବିନୋଦ କଳସେର, ସୁମନ୍ତ ମହାପାତ୍ର ଓ ଅଶୋକ ସାହୁ।ପରେ ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ଆସି ଆହତ ହୋଇଥିବା ଷଣ୍ଢ ଟିକୁ ଚିକିତ୍ସା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!