Download Now Banner

This browser does not support the video element.

ପାଟଣାଗଡ: ବେଆଇନ ମଦ ବିକ୍ରି କୁନେଇ ପାଣିଗ୍ରାହୀ ହୋଟେଲରେ ପ୍ରତିକ୍ରିୟା ରଖିଛନ୍ତି ଛାତ୍ର ନେତା

Patnagarh, Balangir | Sep 11, 2025
ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାରୁ ଅସାମାଜିକ କାର୍ଯ୍ୟ କଲାପ ବୃଦ୍ଧି ପାଉଛି ।ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି ।ଏହାକୁ ନେଇ ଗୁରୁବାର ଅପରାହ୍ନ ରେ ପାଣିଗ୍ରାହୀ ହୋଟେଲରେ ପ୍ରତିକ୍ରିୟା ରଖିଛନ୍ତି ଛାତ୍ର ନେତା ପ୍ରତୀକ ନାଏକ
Read More News
T & CPrivacy PolicyContact Us