Install App
subhrakantar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ରାସ୍ତା କଡ଼ ନାଳ କୁ ଓଲଟିପଡ଼ିଲା ଅଟୋ । ଦୁଇ ଗୁରୁତର । ଭଣ୍ଡାରିପୋଖରୀ ଥାନା ପାଳଦା ବାଙ୍କ ନିକଟ ରେ ଅଘଟଣ
Bhadrak Rural, Bhadrak | Sep 2, 2025
ରାସ୍ତା କଡ଼ ନାଳ କୁ ଓଲଟିପଡ଼ିଲା ଅଟୋ । ଦୁଇ ଗୁରୁତର । ଭଣ୍ଡାରିପୋଖରୀ ଥାନା ପାଳଦା ବାଙ୍କ ନିକଟ ରେ ଅଘଟଣ । ଦୁଇ ଯାତ୍ରୀ ଙ୍କୁ ସିଡି ଲଗାଇ ନାଳ ରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଗୁରୁତର ଯାତ୍ରୀ ଭଣ୍ଡାରୀପୋଖରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି, ଏହିଖବର ରାତି 9 ଘଟିକା ରେ ହସ୍ତଗତ ହୋଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!