Download Now Banner

This browser does not support the video element.

ଝରିଗାଁ: ଚିଙ୍ଗୁଡ଼ିଗୁଡାରେ ମହିମା ଧର୍ମାଲମ୍ବୀଙ୍କ ନୂତନ ଟୁଙ୍ଗିର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଲେ ପୂର୍ବତନ ସାଂସଦ

Jharigan, Nabarangpur | Aug 11, 2025
ଚିଙ୍ଗୁଡ଼ିଗୁଡା ରେ ମହିମାଧର୍ମାଲମ୍ବୀ ଙ୍କ ନୂତନ ଟୁଙ୍ଗି ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଲେ ପୂର୍ବତନ ସାଂସଦ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଗୁଡା ଗାଁରେ ଅଲେଖ ମହିମା ଧର୍ମାଲମ୍ବୀ ଙ୍କର ନୂତନ ଟୁଙ୍ଗି ର ଉଦଘାଟନ କରିଛନ୍ତି ନବରଙ୍ଗପୁର ର ପୂର୍ବତନ ସାଂସଦ ଶ୍ରୀ ରମେଶ ମାଝୀ ଏହି ଅବସର ରେ ଯୋଗଦେଈ ସମସ୍ତ ଶ୍ରଦ୍ଧାଳୁଙ୍କ ସହ ସେ ପ୍ରସାଦ ସେବନ ମଧ୍ୟ କରିଥିଲେ
Read More News
T & CPrivacy PolicyContact Us