Install App
jsdaanesh
This browser does not support the video element.
ବସ୍ତା: ଦୁନ୍ଦ ଗ୍ରାମରେ ଗତକାଲି ଆଜି ଯାଏ ମିଳୁନି ନିଖୋଜ ଶିଶୁ କନ୍ଯା ର ପତ୍ତା,ତହସିଲଦାରଙ୍କ ଉପସ୍ଥିତିରେ ଓଡ୍ରାଫଟିମ ସାହାଯ୍ୟ ରେ ଖୋଜାଖୋଜି ଜାରୀ
Basta, Balasore | Aug 28, 2025
ଗତକାଲି ଠାରୁ ଆଜି ଯାଏ ମିଳୁନି ନିଖୋଜ ଶିଶୁ କନ୍ଯା ର ପତ୍ତା, ଗଣେଷ ପୂଜା ରେ ମା ସହିତ ପୀଉସା ଘର କୁ ବୂଲିବାକୁ ଆସିଥିବା ବେଳେ ପାଣି ରେ ବୂଡି ଦୁଇ ବର୍ଷ ର ଶିଶୁ କନ୍ଯା ନିଖୋଜ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦୁନ୍ଦ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା,
Share
Read More News
T & C
Privacy Policy
Contact Us
Your browser does not support JavaScript!