Install App
athmalliknews
This browser does not support the video element.
ଆଠମଲ୍ଲିକ: ବଦଳିଲେ ଆଠମଲ୍ଲିକ କଂଗ୍ରେସ ବିଧାୟକ ପ୍ରାର୍ଥୀ, ନୂତନ ପ୍ରାର୍ଥୀ ଭାବେ ହିମାଂଶୁ ଚାଉଳିଆ ଙ୍କ ନାମକୁ ଘୋଷଣା କଲା ରାଜ୍ୟ କମିଟି
Athmallik, Angul | May 5, 2024
ରବିବାର ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ତାର ବିଧାୟକ ପ୍ରାର୍ଥୀ ଙ୍କୁ ବଦଳେଇଥିବା ଜଣାଯାଇଛି । ପୁର୍ବରୁ ପ୍ରାର୍ଥୀ ଥିବା ରାଜ୍ୟ ଓବିଶି ସେଲ୍ ସଭାପତି ବିଜୟାନନ୍ଦ ଚାଉଳିଆ ଙ୍କୁ ବଦଳାଇ ତାଙ୍କ ସ୍ଥାନରେ ହିମାଂଶୁ ଚାଉଳିଆ ଙ୍କୁ ରବିବାର ଦଳ ପ୍ରାର୍ଥୀ କରିଥିବା ଜଣାଯାଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!