This browser does not support the video element.
ବୌଦ୍ଧ ସଦର: ତୁଳସୀପୁର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି ଅଭିଯୋଗ, ଜହ୍ନାପଙ୍କ ଫାଣ୍ଡି ପୋଲିସର ତଦନ୍ତ ଆରମ୍ଭ
Baudh Sadar, Boudh (Bauda) | Aug 24, 2025
ରବିବାର ଦିନ ତୁଳସୀ ପୁର ଶିବ ମନ୍ଦିରର ତାଲା ଭାଙ୍ଗି ଚୋରି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ଜନ୍ହାପଙ୍କ ଫାଣ୍ଡି ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ବୌଦ୍ଧ ଥାନା ତୁଳସୀ ପୁର ଗ୍ରାମର ଶିବ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ଏକ ମାଇକ୍ ସେଟ୍ ଓ ଦାନ ବାକ୍ସ ଚୋରୀ କରି ନେଇଛନ୍ତି l ଏ କଥା ସକାଳୁ ଜଣା ପଡିବା ପରେ ସ୍ଥାନୀୟ ଲୋକେ ଜନ୍ହାପଙ୍କ ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |