This browser does not support the video element.
ସୁନ୍ଦରଗଡ ସହର: ଟାଙ୍ଗର ପାଲି ବ୍ଲକ୍ ଉଜ୍ଜ୍ୱଳପୁର ନିକଟରେ କାର ଦୁର୍ଘଟଣାରେ କାର ଚାଳକ ଗୁରୁତର
Sundargarh Town, Sundargarh | Sep 27, 2025
ଆଜି ସେପ୍ଟେମ୍ୱର 27 ତାରିଖ ଅପରାହ୍ନ 1:40 ପାଖାପାଖି ସମୟରେ ଟାଙ୍ଗର ପାଲି ବ୍ଲକ ଅନ୍ତର୍ଗତ ଉଜ୍ଜ୍ବଳ ପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। OD -16L-1206 ନମ୍ବର ବିଶିଷ୍ଟ କାର ର ଚାଳକ ସୁଶୀଲ ପଟେଲ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ କାର ମଧ୍ୟରୁ ଉଦ୍ଧାର କରି ଆସୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଲେଫ୍ରିପଡ଼ା ପୋଲିସକୁ ସୂଚନା ଦେଇଥିବା କଥା ଜଣା ପଡିଛି। ଦୃତ ଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଗୁରୁତର ଚାଳକଙ୍କ ଘର ସୂର୍ଡା ବୋଲି ଜଣା ପଡିଛି।