Download Now Banner

This browser does not support the video element.

କେନ୍ଦୁଝର ସହର: ଝୁମ୍ପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Kendujhar Town, Kendujhar | Aug 25, 2025
ଜିଲ୍ଲାପାଳଙ୍କ ନେତୃତ୍ୱରେ ଝୁମ୍ପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ 'ମିଳିତ ଅଭିଯୋଗ ଶୁଣାଣି' ଶିବିର ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଲୋକଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us