Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ପୌରପାଳିକା ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ

Nabarangapur PS, Nabarangpur | Aug 1, 2025
ନବରଙ୍ଗପୁର ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ନବରଙ୍ଗପୁର ପୌରପାଳିକା କୁ ଅଚାନକ ପରିଦର୍ଶନ କରିଥିଲେ l ସେଠାରେ ଜାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିପରି ଯଥାଶୀଘ୍ର ସମ୍ପୂର୍ଣ କରିବା ସହ ନୂତନ କାର୍ଯ୍ୟ ର ଅଗ୍ରଗତି ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳ ଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଅଚାନକ ଗସ୍ତ ନିହାତି ଭାବରେ ଆଗକୁ ସୁଫଳ ହେବାନେଇ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଚାଲିଛି l
Read More News
T & CPrivacy PolicyContact Us