This browser does not support the video element.
ସିମୁଳିଆ: ମିରିପୁର ଖଇରା ଗ୍ରାମ ରେ ଆତଙ୍କବାଦୀ ଗୁଳି ରେ ମୃତ୍ୟୁ ବରଣ କରିଥିବା ଵ୍ୟକ୍ତି ଙ୍କ ଉଦେଶ୍ୟ ରେ କ୍ୟାଣ୍ଡେଲ ଜାଳି ଶୋଭାଯାତ୍ରା କଲେ ଯୁବଶକ୍ତି,
Similia, Balasore | Apr 25, 2025
ଆତଙ୍କବାଦୀ ଙ୍କ ଗୁଳି ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଉଦେଶ୍ୟ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବଶକ୍ତି ସଂଗଠନ ର କର୍ମକର୍ତ୍ତା ମାନେ l ଆଜି ଶୁକ୍ରବାର ରାତି 8 ଘଟିକା ସମୟରେ ଖଇରା ବ୍ଲକ କୁରୁଣ୍ଟା ପଂଚାୟତ ମିରିପୁର ଖଇରା ଗ୍ରାମ ଯୁବଶକ୍ତି ସଂଗଠନ ପକ୍ଷରୁ ଜାମୁକାଶ୍ମୀର ରେ 27ଜଣ ପର୍ଯ୍ୟଟକ କୁ ଗୁଳି କରି ହତ୍ୟା କରିଥିବା ରୁ ଏହାକୁ ଘୋର ନିନ୍ଦା କରିବା ସହିତ ଗ୍ରାମ ରେ ଆଜି କ୍ୟାଣ୍ଡେଲ ଶୋଭାଯାତ୍ରା କରି ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ଏଥିରେ ସଂଗଠନ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l