Download Now Banner

This browser does not support the video element.

ଅନୁଗୋଳ: ବଇଣ୍ଡା ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର

Anugul, Angul | Aug 26, 2025
ଅନୁଗୋଳ ଜିଲ୍ଲା ବଇଣ୍ଡା ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କ ଘର ହଣ୍ଡପା ହୋଇଥିବା ବେଳେ ସେ ଘରକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ସ୍ଥାନୀୟ ଲୋକମାନେ ପ୍ରଥମେ ବଇଣ୍ଡା ମେଡିକାଲ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
Read More News
T & CPrivacy PolicyContact Us