Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଗୌଡ଼ଡିହା ଅଞ୍ଚଳରେ ଲୋକଙ୍କ ଅନୁପସ୍ଥିତିରେ ପୁଣି ଘରୁ ଚୋରି ନେଇ ଥାନାରେ ଅଭିଯୋଗ

Baripada M, Mayurbhanj | May 19, 2024
ଘରୁ ଚୋରି ନେଇ ଦିନକୁ ଦିନ ମାମଲା ବୃଦ୍ଧି ପୁଲିସର ମୁଣ୍ଡବଥାର କାରଣ ସାଜିଲାଣି। ବାରିପଦା ସଦର ଥାନା ଅଞ୍ଚଳରେ ଘର ଲୋକଙ୍କ ଅନୁପସ୍ଥିତିରେ ଘର ତାଲା ଭାଙ୍ଗି ପୁନଶ୍ଚ ଚୋରି ହୋଇଥିବାର ନେଇ ବାରିପଦା ସଦର ଥାନାରେ ରବିବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବାରିପଦା ସଦର ଥାନା ଅନ୍ତର୍ଗତ ଗୌଡ଼ଡିହା ଅଞ୍ଚଳର ସରସ୍ୱତୀ ସିଂଙ୍କ ଭାଇ ସେନା ବାହିନୀରେ କାର୍ଯ୍ୟ କରୁଥିବାରୁ ବାହାର ରୁହନ୍ତି। ତେବେ ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଘରେ ପଶି ଆଲମାରି ତାଲା ଭାଙ୍ଗି ଘରେ କଳା କନା ବୁଲାଇଛନ୍ତି।
Read More News
T & CPrivacy PolicyContact Us