This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଦିବ୍ୟ ଜ୍ୟୋତି ଜାଗ୍ରିତି ସଂସ୍ଥାନ ପକ୍ଷରୁ କ୍ଷେତରାଜପୁର ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Sambalpur M, Sambalpur | Aug 30, 2025
ସମ୍ବଲପୁର ଦିବ୍ୟ ଜ୍ୟୋତି ଜାଗ୍ରିତି ସଂସ୍ଥାନ ପକ୍ଷରୁ କ୍ଷେତରାଜପୁର ଠାରେ ମାନସିକ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଯୁବପିଢ଼ି ମାନଙ୍କ ର କିପରି ମାନସିକ ସ୍ବାସ୍ଥ୍ୟ ସମସ୍ୟା ରହୁଛି , କାର୍ଯ୍ୟରତ ପେଶାଜୀବୀ ଏବଂ ବୃଦ୍ଧମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ଏହି ସମସ୍ୟା ବୃଦ୍ଧି ପାଉଛି । ଖରାପ ମାନସିକ ସ୍ବାସ୍ଥ୍ୟ, ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଭାବିତ କରିପାରେ ଏବଂ ଏହା ସହିତ ସୁପ୍ତ ଅଭ୍ଯାସ ଯଥା ଉଚିତ ଖାଦ୍ୟ, ବ୍ୟାୟାମ ଓ ଉତ୍ତମ ନିଦ– କୁ ଧାରଣ କରିବାକୁ କଷ୍ଟକର ହୋଇଥାଏ । ଏ ନେଇ ସଚେତନତା ଆଣିବା ଓ ଆଧ୍ୟାତ