This browser does not support the video element.
ପାଟଣାଗଡ: ଉପ ମୂଖ୍ୟମନ୍ତ୍ରୀ ବେଲପଡା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କଲେ
Patnagarh, Balangir | Aug 30, 2025
ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ ଶନିବାର ବେଲପଡା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।ସେ ଭରୁଆପାଲି ଉଚ୍ଚ ବିଦ୍ୟାଳୟ ର ନୂତନ କୋଠା ର ଶୁଭ ଉଦଘାଟନ କରିଥିଲେ ।ସେହିପରି ବ୍ଳକ ପରିସରରେ ମିଶନ ଶକ୍ତି କେଫେର ଉଦଘାଟନ କରିଥିଲେ ମଧ୍ୟାହ୍ନରେ ଜଳିଆ ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।