This browser does not support the video element.
ମୋହନା: ନେଟୱର୍କ ସମସ୍ୟା କୁ ନେଇ ବାଲିବନ୍ଧ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ନିକଟରେ ଦ୍ୱାରସ୍ଥ।
Mohana, Gajapati | Aug 25, 2025
ନେଟୱର୍କ ସମସ୍ୟା କୁ ନେଇ ବାଲିବନ୍ଧ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ନିକଟରେ ଆଜି ଅପରାହ୍ନ ଚାରିଟା ସମୟରେ ଦ୍ୱାରସ୍ଥ। ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ରେ ଥିବା ଖାରୀଗୁଡା ଗ୍ରାମ ପଞ୍ଚାୟତ ର ବନ୍ଧାଗୁଡା ଗାଁ ରେ ନେଟୱର୍କ ସମସ୍ୟା ଲାଗି ରହିଛି। ଯାହା ଫଳରେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।