This browser does not support the video element.
କେନ୍ଦୁଝର ସହର: ତେଲକୋଇ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଗଭର୍ଣ୍ଣିଙ୍ଗ ବଡ଼ି ବୈଠକରେ ସ
Kendujhar Town, Kendujhar | Sep 12, 2025
ତେଲକୋଇ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ରେ GOVERNING BODY / EXECUTIVE BODY MEETING ଯୋଗ ଦେଇ ଏହି ବୈଠକରେ ସ୍ବାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତାକୁ ପୁରଣ କରିବା ଦିଗରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ସ୍ବାସ୍ଥ୍ୟ କେନ୍ଦ୍ରର ପରିସରକୁ ପନିଦର୍ଶନ କରି ରୋଗୀ ମାନଙ୍କୁ ସେମାନଙ୍କର ଉପଯୁକ୍ତ ଚିକିତ୍ସା,ସୁବିଧା ମିଳୁଛି କି ନାହିଁ ତାହା ପଚାରି ବୁଝିଥିଲେ।