Download Now Banner

This browser does not support the video element.

କାମାକ୍ଷାନଗର: କାମାକ୍ଷାନଗର ମଢ଼ିସାହିର ଖୁଲା କୂଅରେ ଶୁକ୍ରବାର ୭ଟାରେ ପଡିଲା ଗାଈ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Kamakshyanagar, Dhenkanal | Sep 12, 2025
କାମାକ୍ଷାନଗର ମଢ଼ିସାହିର ଖୁଲା କୂଅରେ ଶୁକ୍ରବାର ୭ଟାରେ ପଡିଲା ଗାଈ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଏନଏସି ୨ନମ୍ବର ୱାର୍ଡ ମଢ଼ିସାହିର ଏକ ଖୁଲା କୂଅରେ ପଡିଗଲା ଗାଈ ।ଶୁକ୍ରବାର ଖବର ପାଇଁ କମାକ୍ଷାନଗର ଅଗ୍ନିଶମ ବାହିନୀ ଆସି ସୁରକ୍ଷିତ ଭାବରେ ଗାଈକୁ କୂଅରୁ ଉଦ୍ଧାର କରିଥିଲେ ।
Read More News
T & CPrivacy PolicyContact Us