Install App
rabindra.mishra744
This browser does not support the video element.
ଧର୍ମଗଡ: ମହିମା ପଞ୍ଚାୟତ ତେନ୍ତୁଳିପଡା ଠାରେ ନିଶା ମୁକ୍ତ ଗାଁ ଗଠନ ପାଇଁ ଶୋଭାଯାତ୍ରାରେ ଆଗେଇଲେ ମହିଳା
Dharamgarh, Kalahandi | Oct 4, 2025
ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ତେନ୍ତୁଳିପଡା ଠାରେ ନିଶା ମୁକ୍ତ ଗାଁ ଗଠନ ପାଇଁ ମହିଳାମାନେ ଆଗେଇ ଆସିଛନ୍ତି। ଗାଁ ର ଓ୍ବାର୍ଡ ସଭ୍ୟାଙ୍କ ନେତୃତ୍ଵରେ ଶତାଧିକ ମହିଳା ଏକ ସଚେତନ ଶୋଭାଯାତ୍ରାରେ ନିଶା ମୁକ୍ତ ଗାଁ ଗଠନ ପାଇଁ ଲୋକଙ୍କୁ ସଚେତନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!