Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରଫୁଟ ପେଟ୍ରୋଲିଂ ଅନୁଷ୍ଠିତ

Anugul, Angul | Sep 11, 2025
ଅନୁଗୋଳ ଟାଉନ ପୋଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ଫୁଟ ପେଟ୍ରୋଲିଂ କରାଯାଇଛି। ସୂଚନା ଯେ, ଆଜି ସନ୍ଧ୍ୟା ସମୟରେ ଅନୁଗୋଳ ଟାଉନ ଥାନା ଅଧିକାରୀ ଧୀରେସ କୁମାର ଦାସ ଙ୍କ ନେତୃତ୍ଵରେ ଟାଉନ୍ ଥାନା ପରିସର ରୁ ବାହାରି ରାଜା ଛକ, ଡେଲି ମାର୍କେଟ, ବଜାର ଛକ ଶଙ୍କର ସିନେମା ରୋଡ, ଗାନ୍ଧୀ ମାର୍ଗ ଏବଂ ହେମସୁରପଡା ହୋଇ ଟାଉନ ଥାନା କୁ ଫୁଟ ପେଟ୍ରୋଲିଂ କରି ପହଁଚି ଥିଲେ। ଏହି ଫୁଟ ପେଟ୍ରୋଲିଂ ରେ ଟାଉନ ଥାନା ସମସ୍ତ କର୍ମଚାରୀ ମାନେ ସାମିଲ ହୋଇ ଥିଲେ।
Read More News
T & CPrivacy PolicyContact Us