Download Now Banner

This browser does not support the video element.

ଭୁବନ: ପଳାଶପିଠିଆରେ କୈଳାସଙ୍କୁ ମନେ ପକାଇଲା କାମାକ୍ଷାନଗର କଂଗ୍ରେସ ।

Bhuban, Dhenkanal | Mar 15, 2024
କୈଳାସଙ୍କୁ ମନେ ପକାଇଲା କାମାକ୍ଷା ଭୁବନ ତା ୧୫.୩ କୈଳାସଙ୍କୁ ମନେ ପକାଇଲା କାମାକ୍ଷାନଗର କଂଗ୍ରେସ । ଢେଙ୍କାନାଳ ଜିଲ୍ଲା କିଶାନ କଂଗ୍ରେସ ସଭାପତି ବିପ୍ରବର ସାହୁଙ୍କ ସଭାପତିତ୍ବ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି । ଅତିଥି ଭାବେ ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ ଯୋଗ ଦେଇ କାମାକ୍ଷାନଗର ନିର୍ବାଚନୀ ମଣ୍ଡଳୀର ଭୁବନ ଅଞ୍ଚଳର ଏକମାତ୍ର ବିଧାୟକ ସ୍ବର୍ଗତ କୈଳାସ ଚନ୍ଦ୍ର ମହାପାତ୍ର ଙ୍କ ପ୍ରତି ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। କଂଗ୍ରେସ ପକ୍ଷ ରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଥିଲା।
Read More News
T & CPrivacy PolicyContact Us