This browser does not support the video element.
କଣ୍ଟାବାଞ୍ଜି: ଡାକ୍ତରଖାନା ରେ ମହିଳାଙ୍କ ମୃତ୍ୟୁ ପରେ ଉତେଜନା
Kantabanji, Balangir | Aug 22, 2025
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ବୁରୋମାଳ ଗାଁ ର ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ପରିବାର ଲୋକେ ଡାକ୍ତରଖାନା ରେ ଉତେଜନା କରିଛନ୍ତି।