Download Now Banner

This browser does not support the video element.

ଦେବଗଡ: ରିଆମାଳ ମା’ ଗଜଲକ୍ଷ୍ମୀ ପୂଜାର ଦ୍ୱିତୀୟ ଦିବସ; ନୃତ୍ୟ ପ୍ରତିଯୋଗିତା ଓ ଭଜନ ସମାରୋହରେ ଝୁମିଲେ ହଜାର ହଜାର ଦର୍ଶକ

Debagarh, Debagarh (Deogarh) | Oct 7, 2025
ଧରାବତରଣ କରିଛନ୍ତି ଧନଦାତ୍ରୀ ମା’ ଗଜଲକ୍ଷ୍ମୀ । ଦେବଗଡ ଜିଲ୍ଲା ରିଆମାଳ ମହାଲକ୍ଷ୍ମୀ ପୂଜା କମିଟୀ ଆନୁକୂଲ୍ୟରେ ସ୍ଥାନୀୟ ମହାଲକ୍ଷ୍ମୀ କଲ୍ୟାଣ ମଣ୍ଡପରେ ବେଶ ଧୂମଧାମ ସହିତ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଆଜି ଦ୍ୱିତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ଭକ୍ତି କୁସୁମ ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ସଞ୍ଜିତା ନାୟକ ଓ ସାଥି କଳାକାର ଦ୍ୱାରା ପରିବେଶଣ ହୋଇଥିବା ଭଜନ ରାତି ପ୍ରାୟ ୧୦ ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
Read More News
T & CPrivacy PolicyContact Us