Download Now Banner

This browser does not support the video element.

ବିଶୋଇ: ଗତକାଲି ରାତିରେ ଆମ୍ଵଡିହା ଗ୍ରାମରୁ ଟ୍ରାକ୍ଟର ଚୋରୀ,ଆଜି ଥାନା ରେ ମାମଲା ଦାୟର

Bisoi, Mayurbhanj | Jul 4, 2024
ରାଇରଙ୍ଗପୁର ଗ୍ରାମ ଅଞ୍ଚଳ ଥାନା ଅନ୍ତର୍ଗତ ଆମ୍ବଡିହା ଗ୍ରାମ ର ତପନ କୁମାର ଗିରି ଙ୍କ ବାସ ଗୃହ ସମୁଖ୍ୟ ରେ ଥିବା OD11AD0236 ନିମ୍ଵର ବିଶିଷ୍ଟ ଏକ ଟ୍ରାକ୍ଟର ଗାଡ଼ି ଗତକାଲି ରାତିରେ ଚୋରି ହୋଇଥିବା ବେଳେ ଆଜି ପୂର୍ବାହ୍ନ ୧୧ଟା ସମୟରେ ଚୋରୀ ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଉକ୍ତ ଚୋରୀ ଗାଡି ମାମଲାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୁଚନା।
Read More News
T & CPrivacy PolicyContact Us