Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ରେ ଯୁବକଙ୍କୁ ଗିରଫ କଲା ମୈଦଲପୁର ପୋଲିସ

Nabarangapur PS, Nabarangpur | Aug 22, 2025
ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅଞ୍ଚଳରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକା କୁ ଶାରୀରିକ ଅଭିଯୋଗ ରେ ଜଣେ ଯୁବକ କୁ ଶୁକ୍ରବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନା ପ୍ରକାରେ ମୈଦଲପୁର ଥାନା ଅଞ୍ଚଳର ଜଣେ ନାବାଳିକା ୨ ବର୍ଷ ତଳେ ତେନ୍ତୁଳିଖୁଣ୍ଟି ଥାନା ବନ୍ଧଗୁଡା ଗ୍ରାମର ୨୧ ବର୍ଷ ର ଯୁବକ ପମିର ଧୋବା ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା |
Read More News
T & CPrivacy PolicyContact Us