This browser does not support the video element.
କୋଟପାଡ: ବ୍ଲକ ଅଫିସ ସାମ୍ନା,ତଥା ରାସ୍ତା କୋଡ଼ରେ ଥିବା ଦୋକାନ ସମ୍ମୁଖ ରେ ଅଳିଆ ଆବର୍ଜନା ପକାଇଲେ ଜରିମାନା ଲାଗିବ ଆଗାମୀ ଦିନରେ
Kotpad, Koraput | Jul 19, 2025
ବୋରିଗୁମ୍ମା ବ୍ଲକ ଅଫିସ ଠାରୁ ମୁଖ୍ୟ ଛକ ପର୍ଯ୍ୟନ୍ତ କୋଟପାଡ଼ ରୋଡ଼ରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ସମୁଖ ରେ ଅଳିଆ ଆବର୍ଜନା ପକାଇଲେ ଆଗାମୀ ଦିନରେ ଜୋରିମାନା ଦେବାକୁ ପଡିବ ବଲି ବୋରିଗୁମ୍ମା ବିଡ଼ିଓ ସମସ୍ତ ଦୋକାନୀ ମାନଙ୍କୁ ତାଗିଦ କରିଛନ୍ତି। l ସୁଚନା ଥାଉକି କିଛିଦିନ ତଳେ ବୋରିଗୁମ୍ମା କୁ ସ୍ୱଚ୍ଛ ସୁନ୍ଦର କରିବା ନିମନ୍ତେ ଏକ ଅଭିଯାନ ହୋଇଥିଲା ଗ୍ରାମବାସୀ ଙ୍କ ସାହାଯ୍ୟ ନିମନ୍ତେ ଏକ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଇ ଥିଲେ।