Download Now Banner

This browser does not support the video element.

ଅନୁଗୋଳ: ଟିକରପଡା ଗ୍ରାମ ପଞ୍ଚାୟତର ଜଳବନ୍ଦୀରେ ହଜାର ଲୋକ; ଗଇଁନ୍ଦି ଠାରେ ପ୍ରତିକ୍ରିୟା ରଖିଲେ ବିଦ୍ୟାଧର ପ୍ରଧାନ

Anugul, Angul | Sep 6, 2025
ସାତକୋଶିଆ ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଚାରୋଟି ଗ୍ରାମର ପ୍ରାୟ ଏକ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମିଳିଥିବା ଖବର ଅନୁସାରେ ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରା ଯାଉଛି। ଶନିବାର ଦିନ ବାରଟା ସୁଧା ୫୨ ଫୁଟ ପାଣି ସାତକୋଶିଆ ମହାନଦୀ ଗଣ୍ଡରେ ପ୍ରବାହିତ ହେଉଛି ।ଫଳରେ ଟିକରପଡ଼ା ଗ୍ରାମ ପଞ୍ଚାୟତର ମଝିପଡ଼ା, ବେହେରାସାହି, ଅଣାଖଣି ଓ ଗଇନ୍ଦୀ ଗ୍ରାମର ପ୍ରାୟ ଏକ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତାରେ ଚାରି ଫୁଟର ପାଣି ରହିଛି।ଅତି ଜରୁରୀ କାମରେ ଲୋକମାନେ ପାହାଡ ଉପର ଦେ
Read More News
T & CPrivacy PolicyContact Us