This browser does not support the video element.
ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ପଡିଆ ମଧ୍ୟରେ ଖେଳାଳିଙ୍କ ମୃତ୍ୟୁ
Debagarh, Debagarh (Deogarh) | Aug 24, 2025
ଦେବଗଡ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ପଡିଆ ମଧ୍ୟରେ ଜଣେ ଖେଳାଳି ପ୍ରାଣ ହରାଇଛନ୍ତି । ରବିବାର ସନ୍ଧ୍ୟାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ସ୍ୱାୟତ ଶାସନ ଦିବସ ଉପଲକ୍ଷେ ଦେବଗଡ ପୌର ପ୍ରଶାସନ ପକ୍ଷରୁ ଜିଲ୍ଲା କ୍ରୀଡା ସଂସଦ ସହାୟତାରେ ଅଗଷ୍ଟ ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କାଉନସିଲର କପ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେଉଛି ।