This browser does not support the video element.
କେନ୍ଦୁଝର ସହର: ଫୁଟବଲ ଖେଳ ଦେଖି ଘରକୁ ଫେରୁଥିବା କଣ୍ଟିଆପଡ଼ା ଗ୍ରାମରେ ସମୟରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର
Kendujhar Town, Kendujhar | Sep 7, 2025
ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ କଣ୍ଟୀଆପଡା ଗ୍ରାମର ଶତ୍ରୁହ୍ନ ନାଏକଙ୍କ ପୁଅ କୈଳାସ ନାଏକ (୩୦) ବୋଲି ଜଣାପଡିଛି ସୂଚନା ଅନୁଯାୟୀ ଗତକାଲି କୈଳାସ ନାଏକ ସାଙ୍ଗ ମାନଙ୍କ ସହିତ ଜାମୁନାଳିଆ ଗ୍ରାମରୁ ଫୁଟବଲ ଖେଳ ଦେଖି ଘରକୁ ଫେରୁଥିବା ସମୟରେ ଏକ ଭାଲୁ ଜଙ୍ଗଲ ଭିତରୁ ହଠାତ୍ ବାହାରି ଆସି ତାଙ୍କୁ ଅତିରିକ୍ତ ଆକ୍ରମଣ କରିଥିଲା ପଛରେ ଆସୁଥିବା ଲୋକମାନେ ଦେଖି ପାଟି କରିବାରୁ ଭାଲୁ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା ଗୁରୁତର I