Download Now Banner

This browser does not support the video element.

ସୋରଡା: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ଉପାନ୍ତ ଅଞ୍ଚଳର ଗୌଡ଼ଗୋଠ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Surada, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ଉପାନ୍ତ ଅଞ୍ଚଳର ଗୌଡ଼ଗୋଠ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏଲ ଏଣ୍ଡ ଟି କନଷ୍ଟ୍ରକସନ ଓ ମେଗା ପି ଡବ୍ଲୁ ଏସ ମିଳିତ ଭାବେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ କାରିଛନ୍ତି,ଏହି ଶିବିରକୁ ମାନ୍ୟବର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ବରିଷ୍ଟ ବିଜେପି ନେତା ରାଧା ମୋହନ ସ୍ୱାଇଁ ଓ ମଣ୍ଡଳ ସଭାପତି ଟୁକୁନା ଗୌଡ଼ ଯୋଗ ଦେଇଥିଲେ|ସୋରଡ଼ା ବ୍ଳକର ତିନି ଉପାନ୍ତ ପଞ୍ଚାୟତ ବଡଗୋଛା,ଗୌଡ଼ଗୋଠ ଓ ବୋରଦା ପଞ୍ଚାୟତ ର ସମସ୍ତ ସାଧାରଣ ଲୋକଙ୍କୁ ସେବା ଦିଆଯାଇଛି।
Read More News
T & CPrivacy PolicyContact Us