Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ସହକାରୀ କୃଷି ଅଧିକାରୀ ହ୍ରିତିକି ରାୟ ଆସି କଂଗ୍ରେସ ନେତା ବିରେନ୍ଦ୍ର ବାଗଙ୍କ ସହ ଆଲୋଚନା ପରେ ହଟିଲା ରାସ୍ତା ଅବରୋଧ।

Titlagarh, Balangir | Aug 25, 2025
ସୋମବାର ସକାଳୁ ଶହ ଶହ ଚାଷୀ ୟୁରିଆ ସାର କିଣିବା ପାଇଁ ଦାଦିଯି ମନ୍ଦିର ଛକ ଠାରେ ଥିବା ହିନ୍ଦୁସ୍ଥାନ ସିଡସ ବାହାରେ ଧାଡ଼ିରେ ଛିଡ଼ା ହୋଇ ସାର କିଣିଥିଲେ। ତେବେ ସାର ସରି ଯିବାରୁ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଥିଲା। ସନ୍ଧ୍ୟାରେ ଶହ ଶହ ଚାଷୀ ୟୁରିଆ ସାର ନ ମିଳିବାରୁ ରାସ୍ତା ଅବରୋଧ କରିଥିଲେ। ସାଙ୍ଗରେ ଥିଲେ କଂଗ୍ରେସ ନେତା ବିରେନ୍ଦ୍ର ବାଗ। ରାତି ନ ଟାରେ ସହକାରୀ କୃଷି ଅଧିକାରୀ ଆସି ବୁଝା ସୂଝା କରିବା ପରେ ରାସ୍ତା ଅବରୋଧ ହଟିଚି।
Read More News
T & CPrivacy PolicyContact Us