This browser does not support the video element.
କାମାକ୍ଷାନଗର: କମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ୧୨ଟାରେ ଶିକ୍ଷକ ଦିବସ ପାଳିତ
Kamakshyanagar, Dhenkanal | Sep 5, 2025
କମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ୧୨ଟାରେ ଶିକ୍ଷକ ଦିବସ ପାଳିତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ପଂଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଶିକ୍ଷକ ଦିବସ ପାଳିତ ହୋଇ ଯାଇଛି ।ଏଠାରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିକ୍ଷକ ଦିବସ କାର୍ଯ୍ୟକ୍ରମରେ ଅଂଚଳରୁ ବହୁ ଶିକ୍ଷକ ଉପସ୍ଥିତ ଥିଲେ ।ଏଠାରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।