Download Now Banner

This browser does not support the video element.

ବୀରମହାରାଜପୁର: ମେଣ୍ଡାମାଲ ଗ୍ରାମରେ ଅଜିତ୍ କୁମାର ଖଣ୍ଡଗିରୀଙ୍କୁ ନିର୍ମମ ଭାବରେ ହତ୍ୟା ଘଟଣା, ଜଣେ ନାବାଳକ ସମେତ 3କୋର୍ଟ ଚାଲାଣ

Biramaharajpur, Subarnapur (Sonepur) | Sep 9, 2025
ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡାମାଳ ଗ୍ରାମରେ ବାଘମାରି ଗ୍ରାମର ଅଜିତ୍ କୁମାର ଖଣ୍ଡଗିରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା ଘଟଣାରେ ଜଣେ ନାବାଳକ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ଅପରାହ୍ନ ପ୍ରାୟ 5ଟା 30ରେକୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ଗତ 29 ତାରିଖ ରାତିରେ ଅଜିତ ଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା l ଏନେଇ ବୀରମହାରାଜପୁର ଥାନାରେ ମୃତକଙ୍କ ସାନ ଭାଇ ସଞ୍ଜିତ୍ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅବ୍ବୀହିଯୋଗ ଆଧାରରେ ପୁଲିସ ଏକ ମାମଲା ୧୯୧/୨୫ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲା। ତେବେ ମୁଖ୍ୟ ଅଭ
Read More News
T & CPrivacy PolicyContact Us