This browser does not support the video element.
ଝାରସୁଗୁଡା: ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଲେ ଜିଲ୍ଲାପାଳ
Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ରେ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ବୋଲି ଝାରସୁଗୁଡା ଜିଲ୍ଲାପାଳ ଦେଲେ ପ୍ରତିକ୍ରିୟା l ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡା ଜିଲ୍ଲାରେ ନଦୀ, ନାଲ କୂଳ ଲଂଘୁ ଥିବାବେଳେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି l ବିଶେଷ କାରି ବସୁନ୍ଧରା, ଇବ, ମହାନଦୀ, ଭେଡେନ ଆଦି ନଦୀ ଫୁଲିବା ସହ ଚାଉଁରୀ ମହୁଲ ନାଲ, ଲେଲେର ନାଲ, କୋଇଲିଘୁଘର ଜଳପ୍ରପାତରେ ବହୁ ଉଚ୍ଚ ର ବନ୍ୟା ଜଳ ପ୍ରବାହିତ ହେଉଛି l ତେବେ ବନ୍ୟା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ସତର୍କ ଅଛି l