Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ସମୁଦ୍ର ସେକ୍ଟର 9 ନିକଟରେ ସ୍ନାନ ବେଳେ ବୁଡି ପର୍ଯ୍ୟଟକ ନିଖୋଜ l

Puri M, Puri | Aug 23, 2025
ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ର ସ୍ନାନ ବେଳେ ବୁଡ଼ିଯାଇ ଜଣେ ପର୍ଯ୍ୟଟକ ନିଖୋଜ। ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ ରେ ସ୍ନାନ କରୁଥିବା ସମୟରେ ସ୍ତ୍ରୀ ଓ ପୁଅ ସାମ୍ନାରେ ସ୍ବାମୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ପର୍ଯ୍ୟଟକ ଜଣକ ହାଇଦ୍ରାବାଦର ବିକାଶ ଚାନ୍ଦ। ଉପସ୍ଥିତ ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ଆଜି ଅପରାହ୍ନ 4 ସମୟରେ ପର୍ଯ୍ୟଟକ ଜଣକ ନିଖୋଜ ହୋଇଯାଇଥିଲେ l
Read More News
T & CPrivacy PolicyContact Us