This browser does not support the video element.
ଉମରକୋଟ: ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟୀ
Umarkote, Nabarangpur | Jun 4, 2024
ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଜୟୀ ହୋଇ ଥିବା ଜଣାପଡିଛି। ଆଜି 5.30 ସୁଦ୍ଧା 23 ରାଉଣ୍ଡ ର ଭୋଟ ଗଣତି ରେ 10373 ଭୋଟ ରେ ନିଜର ନିକଟତମ ବିଜେଡ଼ି ପ୍ରତିଦ୍ୱନ୍ଦ୍ବି ନବିନା ନାୟକ ଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି। ନିତ୍ୟାନନ୍ଦ ଗଣ୍ଡ ପୂର୍ବରୁ ମଧ୍ୟ ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିଧାୟକ ଥିଲେ ସେ ପୁନର୍ବାର ମଧ୍ୟ ବିଜୟ ଲାଭ କରିଛନ୍ତି