Download Now Banner

This browser does not support the video element.

ବଡମ୍ବା: ସ୍ଥାନୀୟ ହାଟ ନିକଟରେ ସଡ଼କ ଦୁର୍ଘଟଣା, ଅଜଣା ବାଇକ ଧକ୍କାରେ ମହିଳା ଆହତ

Badamba, Cuttack | Apr 22, 2025
ବଡମ୍ବା ହାଟ ନିକଟରେ ସଡ଼କ ଦୁର୍ଘଟଣା। ଅପରାହ୍ନ ରେ ଅଜଣା ବାଇକ ଧକ୍କା ରେ ମହିଳା ଆହତ। ଆହତ ମହିଳା ସ୍ଥାନୀୟ ଅଞ୍ଚଳର। ଆମ୍ବୁଲାନ୍ସ ରେ ବଡମ୍ବା ମେଡିକାଲ ପରେ କଟକ ସ୍ଥାନାନ୍ତରିତ ହୋଇଛି।
Read More News
T & CPrivacy PolicyContact Us