Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ବିଧାୟକ ବାସଭବନରେ ସପ୍ତମୀ ପୂଜା କଲେ ବିଧାୟକ ରଘୁରାମ ମାଛ

Koraput Town, Koraput | Sep 29, 2025
କୋରାପୁଟ ସରକାରୀ ବାସଭବନରେ ଦଶହରା ଉପଲକ୍ଷେ ସପ୍ତମୀ ପୁଜା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତିରେ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ନଗର ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us