Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଜେଡି ନୂଆ ଟିମ ଏବଂ GST ପ୍ରସଙ୍ଗରେ ଜୟଦେବ ଭବନରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ

Bhubaneswar M Corp, Khordha | Sep 5, 2025
ବିଜେଡି ଗଢିଲା ନୂଆ ଟିମ, ସୁରେଶ ରାଉତରାୟ କହିଲେ କଂଗ୍ରେସ ବି ବହୁତ ଆଗରେ | ସୂଚନା ଅନୁସାରେ ବିଜୁ ମହିଳା ଜନତା ଦଳର ୧୫ଜଣିଆ କମିଟି ଗଠନ କରାଯାଇଛି । ମହିଳା ସଂଗଠନକୁ ସୁସଂଗଠିତ କରାଯାଇଛି । ଆଗାମୀ ଦିନରେ ମହିଳା ସଂଗଠନକୁ ଆହୁରି ମଜଭୁତ କରାଯିବ ବୋଲି ବିଜେଡି କହିଛି |
Read More News
T & CPrivacy PolicyContact Us