This browser does not support the video element.
ପାରଳାଖେମୁଣ୍ଡି: କୋର୍ଟ ପକ୍ଷରୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୧୦ ବର୍ଷ ଦଣ୍ଡା ଦେଶ
Paralakhemundi, Gajapati | Sep 26, 2025
କୋର୍ଟ ପକ୍ଷରୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୧୦ ବର୍ଷ ଦଣ୍ଡା ଦେଶ। ଦିନକୁ ଦିନ ସମାଜରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ଏକ ସମ୍ବେଦନଶୀଳ ମାମଲା ୨୦୨୨ ମସିହାରେ ଗଜପତି ଜିଲ୍ଲା ଅନ୍ତର୍ଗତ ଗାରାବନ୍ଧ ଥାନା ଅଞ୍ଚଳରୁ ଆସିଥିଲା। ଯେଉଁଥିରେ ପିଡ଼ିତା ତାଙ୍କ ସହ ଦୁଷ୍କର୍ମ କରାଯିବା ସହ ତାଙ୍କର ଫୋଟୋ ଭାଇରାଲ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ଜୀବନରେ ମାରିବା ନିମନ୍ତେ ଧମକ ଦେବା ନେଇ ଅଭିଯୁକ୍ତ ମାଣ୍ଡାଲୁ ବାଲୁ ନାମରେ ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ। ପରେ ଗାରାବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଓ ତତ୍କାଳୀନ ଇନ୍ସପେକ୍ଟର ସର୍ବେଶ