Download Now Banner

This browser does not support the video element.

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ପୌରଟାଉନହଲରେ କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କ ମିଳିତ ଜନସୁଣାଣି ଶିବିର

Kendrapara, Kendrapara | Sep 1, 2025
କେନ୍ଦ୍ରାପଡ଼ା ପୌରଟାଉନହଲରେ କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କ ମିଳିତ ଜନସୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲାପାଳ ରଘୁରାମ ଆର ଆୟର,ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ମଲିକ,ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପ ଜିଲାପାଳ ଅରୁଣ କୁମାର ନାୟକ ପ୍ରମୁଖଙ୍କ ସମେତ ବିଭିନ ଜିଲାସ୍ତରୀୟ ଅଧିକାରୀ ଜନସୁଣାଣିରେ ଉପସ୍ଥିତ ରହି ପଂଜିକୃତ ମାମଲା ଗୁଡିକର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ l
Read More News
T & CPrivacy PolicyContact Us