Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ରେଲୱେ ଷ୍ଟେସନ ରୁ ୫୧ କେଜି ଗଞ୍ଜେଇ ଜବତ; ପ୍ରତିକ୍ରିୟା ରଖିଲେ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ

Anugul, Angul | Sep 2, 2025
ଅନୁଗୋଳ ରେଲୱେ ଷ୍ଟେସନ ଠାରୁ ଆଜି ଗଞ୍ଜେଇ ଦୁଇ ବସ୍ତା ଜବତ କରି କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଧରିଛି ଅବକାରୀ ବିଭାଗ ଏବଂ ରେଲୱେ ପୋଲିସ। ଦୁଇ ଅଭିଯୁକ୍ତ ହେଲେ ମୁମ୍ବାଇ ରାଜ୍ୟର ଥାନେ ଅଞ୍ଚଳର ବାବୁଲ କୁମାର (୩୨) ଏବଂ ରମେଶ କୁମାର (୩୩) ବୋଲି ଜଣା ପଡିଛି। ସୂଚନା ଯେ, ଆଜି ସକାଳ ସମୟରେ ଅନୁଗୋଳ ରେଲୱେ ଷ୍ଟେସନ ଅଞ୍ଚଳରେ ବାବୁଲ କୁମାର ଏବଂ ରମେଶ କୁମାର ଙ୍କୁ ଅବକାରୀ ବିଭାଗ ଏବଂ ରେଲୱେ ପୋଲିସ ଦୁଇ ଯୁବକ ଙ୍କୁ ସନ୍ଦେହ କରି ଯାଞ୍ଚ କରାଯାଇଥିଲା। ଦୁଇ ଜଣ ଙ୍କ ପାଖରୁ ପାଖାପାଖି ୫୧ କେଜି ଗଞ୍ଜେଇ ମୁମ୍ବାଇ ଅଞ୍ଚଳକୁ ନେଇ ଯାଉଥିବା ଜଣା ପଡିଥିଲା। ଦୁଇ ଜଣ ଙ୍କୁ ଗିରଫ କରିବା ସହ
Read More News
T & CPrivacy PolicyContact Us