Download Now Banner

This browser does not support the video element.

ପିପିଲି: ୟୁରିଆ ସାର ଅଭାବ ଘଟଣା, ଏନ ଫୋର୍ସ ଟିମର ସାତସଙ୍ଖ ବଜାରରେ ଥିବା ବିଭିନ୍ନ ସାର ଦୋକାନ ଓ ସେବା ସମବାୟ ସମିତି ଉପରେ ଚଢାଉ

Pipili, Puri | Sep 1, 2025
ପିପିଲି ବ୍ଲକ୍ ରେ ୟୁରିଆ ସାର ଅଭାବ ଘଟଣା ନେଇ ଖବର ପ୍ରସାରଣ ପରେ ଆଜି ମଧ୍ୟାହ୍ନ ୧୨ଟାରେ କୃଷି ଏନ୍ ଫୋର୍ସ ମେଣ୍ଟ ପକ୍ଷରୁ ସାତଶଙ୍ଖ ବଜାରରେ ଥିବା ବିଭିନ୍ନ ସାର ଦୋକାନ ଓ ସେବା ସମବାୟ ସମିତି ଉପରେ ଚଢାଉ କରାଯାଇ ଥିଲା। ସାକ୍ଷୀ ଗୋପାଳ କୃଷୀ ଅଧିକାରୀ ପରେଶ୍ କୁମାର ପଣ୍ଡାଙ୍କ ନେତୃତ୍ବରେ ଚଢ଼ଉ କରାଯାଇ ଥିଲା ବେଳେ ଚାଷୀ ମାନେ ସାର ଅଭାବ ନେଇ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।
Read More News
T & CPrivacy PolicyContact Us