Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଆନନ୍ଦ ବଜାର ରେଲୱେ ଓଭର ବ୍ରିଜ ଠାରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

Baleshwar M, Balasore | Sep 13, 2025
ଶନିବାର ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ବାଲେଶ୍ଵର ରେଲୱେ ଷ୍ଟେସନ ନିକଟ ଆନନ୍ଦ ବଜାର ରେଲୱେ ଓଭର ବ୍ରିଜ ଠାରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଜି ଆର ପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ଡିବ୍ରିଗଡ-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନ ଟି ବାଲେଶ୍ଵର ଷ୍ଟେସନ କୁ ପ୍ରବେଶ କରିବା ସମୟରେ ଷ୍ଟେସନ ନିକଟ ଆନନ୍ଦ ବଜାର ଠାରେ ଟ୍ରେନର ଗତି ଧିର ହୋଇଥିବା ଦେଖି ଚଳନ୍ତା ଟ୍ରେନରୁ ଓହ୍ଲାଉ ଥିବା ବେଳେ ଖସିପଡ଼ି ମୃତ୍ୟୁ ହୋଇଛି।
Read More News
T & CPrivacy PolicyContact Us