Download Now Banner

This browser does not support the video element.

ତଲସରା: ସବଡେଗା ନିକଟରେ ଫାଟିଲା ରୋଗୀ ଆଣିବାକୁ ଯାଉଥିବା ଆମ୍ବୁଲାନ୍ସ ଚକା

Talasara, Sundargarh | Sep 7, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ଠାରୁ ରାଜପୁର ରୋଗୀ ଆଣିବାକୁ ଯାଉଥିବା ଏକ ଆମ୍ବୁଲାନ୍ସ ଚକା ଫାଟିବା ଫଳରେ ଅପେକ୍ଷା କରିଥିବା ରୋଗୀ ହୀନସ୍ତା ହୋଇଥିବା ସୂଚନା ମିଳିଛି। ଘଟଣା ଅନୁଯାୟୀ ୧୦୮ ଆମ୍ବୁଲାନ୍ସ ଗୁଡ଼ିକର ଉପଯୁକ୍ତ ମେଣ୍ଟନାସ ହେଉନଥିବା ଯୋଗୁଁ ଏହିଭଳି ପରିସ୍ଥିତି ଦେଖାଯାଇଛି।
Read More News
T & CPrivacy PolicyContact Us