Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: କ୍ରେଡିଟ କାର୍ଡ ଆକ୍ଟିଭ କରାଇବା ଆଳରେ ଜଣଙ୍କଠାରୁ ୧ଲକ୍ଷ ୨୮ହଜାର ଠକିନେଇଛନ୍ତି ସାଇବର ଠକ। ସୋମବାର ଏ ନେଇ ବାଦାମବାଡି ଥାନାରେ ଏତଲା ହୋଇଛି
Cuttack M Corp PS, Cuttack | Sep 1, 2025
ବ୍ୟାଙ୍କର କ୍ରେଡିଟ କାର୍ଡ ଆକ୍ଟିଭ କରାଇବା ଆଳରେ ଜଣଙ୍କଠାରୁ ୧ଲକ୍ଷ ୨୮ହଜାର ଠକିନେଇଛନ୍ତି ସାଇବର ଠକ। ଏ ନେଇ ବାଦାମବାଡି ଥାନାରେ ଏତଲା ହୋଇଛି। ଅଭିଯୋଗ ଆଧାରରେ ପୁଲିସ ସୋମବାର ସନ୍ଧ୍ୟା ୭ଟାରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!